Jump to content

ଚନ୍ଦ୍ରମାଃ

ଉଇକିଅଭିଧାନ‌ରୁ

ଚନ୍ଦ୍ରମାଃ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ଚନ୍ଦ୍ର=କର୍ପୂର+ମସ୍ ଧାତୁ=ତୁଲ୍ୟକରିବା+ କ୍ୱିପ୍; ଯେ କର୍ପୂର ତୁଲ୍ୟ ଶୁଭ୍ର ଜ୍ୟୋତି ଦାନକରେ)

[ସମ୍ପାଦନା]
୧. ଚନ୍ଦ୍ର —୧. The moon.
୨. ଦେବ ବା ଦାନବରୂପେ କଳ୍ପିତ ଚନ୍ଦ୍ର —୨. The moon considered as a Dānaba or Deity (M.W.)

[ଦ୍ରଷ୍ଟବ୍ୟ —ଏହା ଅଷ୍ଟବସୁଙ୍କ ମଧ୍ୟରେ ଏକ]

୩. ବିଷ୍ଣୁପୁରାଣୋକ୍ତ ନଦୀବିଶେଷ —୧. Name of a river mentioned in Bishṇu purāṇa.