Jump to content

ଚନ୍ଦ୍ରମାଗାର

ଉଇକିଅଭିଧାନ‌ରୁ

ଚନ୍ଦ୍ରମାଗାର

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ଦେଶଜ - ବିଶେଷ୍ୟ -

[ସମ୍ପାଦନା]
୧. ଚନ୍ଦ୍ରଶାଳାପୁର — ୧. A pleasure-house on the top of a building.
୨. ଦେହରେ ଚନ୍ଦ୍ରାକୃତି ନଖ ଚିହ୍ନ — ୨. Crescent shaped scar caused by scratching the body with the finger-nails.

ଥିଲା ଯେ ସ୍ତନେ ନଖ ଚନ୍ଦ୍ରମାଗାର ଦେଖୁଛ ତାହା ବସି ଚନ୍ଦ୍ରମାଗାର ଭଞ୍ଜ. ପ୍ରେମସୁଧାନିଧି