Jump to content

ଚନ୍ଦ୍ରମାସ

ଉଇକିଅଭିଧାନ‌ରୁ

ଚନ୍ଦ୍ରମାସ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (୬ଷ୍ଠୀ ତତ୍; ଚନ୍ଦ୍ର+ମାସ)

[ସମ୍ପାଦନା]

ଚାନ୍ଦ୍ରମାନ ମାସ; ଚନ୍ଦ୍ର ପୃଥିବୀର ଚାରି ପାଖରେ ଥରେ ଘୁରି ଆସିବା କାଳ —Lunar month.