Jump to content

ଚନ୍ଦ୍ରରେଖା

ଉଇକିଅଭିଧାନ‌ରୁ

ଚନ୍ଦ୍ରରେଖା

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ. (୬ଷ୍ଠୀ ତତ୍; ଚନ୍ଦ୍ର+ରେଖା)

[ସମ୍ପାଦନା]
୧. ଶୁକ୍ଳ ପ୍ରତିପଦ ବା ଦ୍ୱିତୀୟା ତିଥିର କ୍ଷୀଣଚନ୍ଦ୍ର —୧. The first digit of the moon; the slender moon of the first day of the bright fortnight.
୨. ବାଣରାଜକନ୍ୟା ଉଷାର ସଖୀ — ୧. Name of an attendant or companion of Ushā, daughter of king Bāṇa.
୩. ଚନ୍ଦ୍ର କିରଣ (ହିନ୍ଦୀ - ସବ୍ଦସାଗର) —୩. Moonlight.
୪. ଗୁଳ୍ମବିଶେଷ —୪. Serratula Anthelminthica. (M.W.)
୫. ଅପ୍ସରୋବିଶେଷ — ୫. Name of a heavenly nymph (M.W.)