ଚନ୍ଦ୍ରଲୋକ
ଦେଖଣା
ଚନ୍ଦ୍ରଲୋକ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (୬ଷ୍ଠୀ ତତ୍; ଚନ୍ଦ୍ର+ଲୋକ)
[ସମ୍ପାଦନା]- ୧. ସୌରଜଗତରେ ଯେଉଁ ସ୍ଥାନରେ ଚନ୍ଦ୍ର ପୃଥିବୀକୁ ପରି— ଭ୍ରମଣ କରେ —୧. The space of the moon's orbit round the earth.
- ୨. ପୁରାଣୋକ୍ତ ସ୍ୱର୍ଗଲୋକବିଶେଷ, ଯହିଁର ଅଧିଷ୍ଠାତା ଚନ୍ଦ୍ର — ୨. A heaven or sphere said to be presided over by the moon-god.
- ୩. ଚନ୍ଦ୍ରଗ୍ରହର ଅଭ୍ୟନ୍ତର ସ୍ଥାନ —୩. The place on the face of the planet-moon.