ଚନ୍ଦ୍ରସୂର୍ଯ୍ୟ
ଦେଖଣା
ଚନ୍ଦ୍ରସୂର୍ଯ୍ୟ
ଉଚ୍ଚାରଣ
[ସମ୍ପାଦନା]ଦେଶଜ - ବିଶେଷ୍ୟ -
[ସମ୍ପାଦନା]ସ୍ତ୍ରୀ ମାନଙ୍କ କପାଳ ଉପରେ କେଶରେ ଖଞ୍ଜାଯିବା ଖଣ୍ଡଚନ୍ଦ୍ର ଓ ସୂର୍ଯ୍ୟ ଆକୃତିବିଶିଷ୍ଟ ଅଳଙ୍କାର— ବିଶେଷ —An ornament consiting of ୨ pieces like a crescent below a sun worn on the brow or skull over the hair by females.
କେ ବୋଇଲେ ଚନ୍ଦ୍ରସୂର୍ଯ୍ୟ ଚନ୍ଦ୍ରସୂର୍ଯ୍ୟ କେଶ ରାହୁ ବୋହିଛି ଏ ବଡ଼ ଆଶ୍ଚର୍ଯ୍ୟ—କୃଷ୍ନସିଂହ. ମହାଭାରତ ବନ
ସଂସ୍କୃତ - ବିଶେଷ୍ୟ - (ଦ୍ୱନ୍ଦ)
[ସମ୍ପାଦନା]ଚନ୍ଦ୍ର ଓ ସୂର୍ଯ୍ୟ — The moon and the sun.