ଚନ୍ଦ୍ରସ୍ୱର
ଦେଖଣା
ଚନ୍ଦ୍ରସ୍ୱର
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବି— (ମ. ପ. ଲୋ; ଚନ୍ଦ୍ରଯୁକ୍ତ ସ୍ୱର)
[ସମ୍ପାଦନା]ସ୍ୱରସାଧକ ବା ବାୟୁସାଧକମାନଙ୍କର ସାଧନାରୀତିର ଅନୁକୂଳ ଅବସ୍ଥାବିଶେଷ; ଯେଉଁ ସମୟରେ ନିଃଶ୍ୱାସ ବାଆଁ ପୁଡ଼ାରେ ବୋହୁଥାଏ — A breath exercise consiting of doing some acts while the breath is passing through the left nostril.
ଚନ୍ଦ୍ରସ୍ୱରେ ଏମାନ ସାଧିଲେ ହୁଏ ସିଦ୍ଧି—ପ୍ରାଚୀ. ଶିବସ୍ୱରୋଦୟ
[ ଦ୍ର—ନାକର ଡ଼ାହାଣ ପୁଡ଼ାରେ ନିଃଶ୍ୱାସ ଯାଉଥିବା ସମୟରେ କରାଯିବା ସାଧନାକୁ ସୂର୍ଯ୍ୟ ସ୍ୱର ବୋଲାଯାଏ ]