Jump to content

ଚନ୍ଦ୍ରାତପ

ଉଇକିଅଭିଧାନ‌ରୁ

ଚନ୍ଦ୍ରାତପ

ଉଚ୍ଚାରଣ

[ସମ୍ପାଦନା]
  • (file)

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]
୧. (୬ଷ୍ଠୀ ତତ୍; ଚନ୍ଦ+ଆତପ) ଜ୍ୟୋସ୍ନା — ୧. Moonlight.
୨. (ଚନ୍ଦ୍ର+ଆତ୍ ଧାତୁ=ଗମନ କରିବା+ପା ଧାତୁ= ରକ୍ଷା କରିବା +ଅ; ଯାହା ଚନ୍ଦ୍ରକିରଣର ଗତି ନିବାରଣ କରେ) ଚାନ୍ଦୁଆ —୨. Canopy; awning.

ଆଦରଣ ଚନ୍ଦ୍ରାତାପ ଥିଲା ପୂଚେ କେବେହେଁ ବନ୍ଧୁ ନ ରସି— ଭଞ୍ଜ. ପ୍ରେମସୁଧାନିଧି

୩. ଚାରିପାଖ ମେଲା ଘର — ୩. An open hall (M.W.)