Jump to content

ଚନ୍ଦ୍ରାନନୀ

ଉଇକିଅଭିଧାନ‌ରୁ

ଚନ୍ଦ୍ରାନନୀ

ଉଚ୍ଚାରଣ

[ସମ୍ପାଦନା]
  • (file)

ଦେଶଜ - ବିଶେଷଣ - ସ୍ତ୍ରୀ. (ସଂସ୍କୃତ - ଚନ୍ଦ୍ରାନନା; ଜ୍ଞାନେନ୍ଦ୍ର ଏହି ଶବ୍ଦକୁ ସଂସ୍କୃତ - ଚନ୍ଦ୍ରାନନାର ରୂପାନ୍ତର ବୋଲି ଲେଖିଅଛନ୍ତି)

[ସମ୍ପାଦନା]

ଚନ୍ଦ୍ରବଦନା; ଚନ୍ଦ୍ର ପରି ମନୋହର ମୁଖ ବିଶିଷ୍ଟା (ସ୍ତ୍ରୀ) —(a woman) Having a face as lovely as the moon.

ଠିକ ଠବର୍ତ୍ତୂଳ ଚନ୍ଦ୍ରାଜନୀ ତୋ ଚିତ୍ତରେ— କବିସୂର୍ଯ୍ୟ. କିଶୋରୀଚମ୍ପୂ. ଠ ଗୀତର ପାଠାନ୍ତର