Jump to content

ଚନ୍ଦ୍ରାପୀଡ଼

ଉଇକିଅଭିଧାନ‌ରୁ

ଚନ୍ଦ୍ରାପୀଡ଼

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ବହୁବ୍ରୀହି; ଚନ୍ଦ୍ର+ଅପୀଡ଼=ଶିରୋଭୂଷଣ)

[ସମ୍ପାଦନା]
୧. ଚନ୍ଦ୍ରଚୂଡ଼; ଶିବ —୧. Ṡiba
୨. କାଦମ୍ୱରୀ କାବ୍ୟବର୍ଣ୍ଣିତ ନାୟକ ତାରାପୀଡ଼ଙ୍କ ପୁତ୍ର — ୨. Name of the son of Tārāpīṟḍ̠a, a hero of the sanscrit novel Kādambarī.
୩. ରାଜା ଜନମେଜୟଙ୍କର ଏକ ପୁତ୍ର (ହରିବଂଶ) — ୩. Name of a son of king Janamejaya (M.W.)
୪. ତାରାପୀଡ଼ଙ୍କ ଭାଇ କାଶ୍ମୀରର ଜଣେ ରାଜା (ରାଜ— ତରଙ୍ଗିଣୀ) —୪. Name of a king of Kāṡmīra, brother of Tārāpīṟḍ̠a (M.W.).
୫. କାନ୍ୟକୁବ୍ଜର ରାଜପୁତ୍ରବିଶେଷ (କଥାସରିତ୍ସାଗର) — ୫. Name of a prince of Kānyakubja (M.W.)
୬. କାଳିକାପୁରାଣୋକ୍ତ ବୀରବିଶେଷ (ବୀରଚରିତ) — ୬. Name of a hero of Kāḻikā (M.W.)