Jump to content

ଚନ୍ଦ୍ରାବଳୀ

ଉଇକିଅଭିଧାନ‌ରୁ

ଚନ୍ଦ୍ରାବଳୀ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ

[ସମ୍ପାଦନା]
୧. ଗୋବର୍ଦ୍ଧନମଲ୍ଲର ସ୍ତ୍ରୀ (କୃଷ୍ଣଙ୍କର ଜଣେ ପ୍ରଣୟିନୀ) —The wife of Gobardhhana Malla and said to be female-companion of Srikrishna.

[ଦ୍ରଷ୍ଟବ୍ୟ —କୌଣସି କୌଣସି ବୈଷ୍ନବ କବି ଏହାଙ୍କୁ ରାଧା ମଧ୍ୟ କହନ୍ତି କିନ୍ତୁ ଏ ରାଧାଙ୍କ ସଖୀ, ଚନ୍ଦ୍ରଭାନୁଙ୍କ କନ୍ୟା, ଏହାଙ୍କ ମାତା ନାମ ବିନ୍ଦୁମତୀ ]

୨. ଯୋଗିନୀବିଶେଷ (ହର୍ଷଚରିତ) — ୨. Name of a j̄oginī

ସଂସ୍କୃତ - ବିଶେଷ୍ୟ - ପୁଲିଙ୍ଗ -

[ସମ୍ପାଦନା]

ଚନ୍ଦ୍ରକିରଣ —Moonlight; moon-beam.