ଚନ୍ଦ୍ରାର୍ଦ୍ଧ
ଦେଖଣା
ଚନ୍ଦ୍ରାର୍ଦ୍ଧ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (୬ଷ୍ଠୀ ତତ୍; ଚନ୍ଦ୍ର+ଅର୍ଦ୍ଧ)
[ସମ୍ପାଦନା]- ୧. ଅର୍ଦ୍ଧଚନ୍ଦ୍ର — ୧. Half-moon.
- ୨. (ଲକ୍ଷଣାର୍ଥ) ନାୟକନାୟିକାର ଅଙ୍ଗରେ କାମକ୍ରିଡ଼ା ସମୟରେ ନାୟକ ବା ନାୟିକାଦ୍ୱାରା କରାଯାଇଥିବା ଅର୍ଦ୍ଧଚନ୍ଦ୍ରାକାର ନଖକ୍ଷତ —A semicircular mark made by a lover on the body of his or her sweet heart during amorous dalliance.
ବିନାଶ ଚନ୍ଦ୍ରାର୍ଦ୍ଧ ବିପାକ କରମରୁ ନୋହିବୁ କିପାଇଁ ଭ୍ରମ ଭଞ୍ଜ. ବୈଦେହୀଶବିଳାସ
- ୩. କପାଳରେ ଅର୍ଦ୍ଧଚନ୍ଦ୍ରକାର ତିଳକ — ୩. A semicircular or crescent shaped mark drawn on the forehead with sandal-paste.