ଚନ୍ଦ୍ରାଲୋକ
ଦେଖଣା
ଚନ୍ଦ୍ରାଲୋକ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (୬ଷ୍ଠୀ ତତ୍; ଚନ୍ଦ୍ର+ଆଲୋକ)
[ସମ୍ପାଦନା]- ୧. ଚନ୍ଦ୍ରକିରଣ —୧. Moonlight.
- ୨. ପୀୟୁଷ ବର୍ଷ ନାମକ କବିଙ୍କ ପ୍ରଣୀତ ସଂସ୍କୃତ ଅଳଙ୍କାର ଗ୍ରନ୍ଥବିଶେଷ (ପ୍ରକୃତିବାଦ) —୨. Title of a work on rhetoric by Pīyūshabarsha.
- ୩. ଜୟଦେବକୃତ ଅଳଙ୍କାରଗ୍ରନ୍ଥବିଶେଷ —୩. Name of a work on rhetoric by Jayadeba (M.W.)