Jump to content

ଚନ୍ଦ୍ରିଳ

ଉଇକିଅଭିଧାନ‌ରୁ

ଚନ୍ଦ୍ରିଳ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ଚନ୍ଦ୍ର+ଅଛି ଅର୍ଥରେ .ଇଳ)

[ସମ୍ପାଦନା]
୧. ଶିବ —୧. God Ṡiba.
୨. ନାପିତ; ଭଣ୍ଡାରି —୨. Barber.
୩. ବାସ୍ତୁକ ବା ବଥୁଆ ଶାଗ —୩. A kitchen herb; Chenopodium Album.