Jump to content

ଚନ୍ଦ୍ରୋଦୟ

ଉଇକିଅଭିଧାନ‌ରୁ

ଚନ୍ଦ୍ରୋଦୟ

ଉଚ୍ଚାରଣ

[ସମ୍ପାଦନା]
  • (file)

ସଂସ୍କୃତ - ବିଶେଷ୍ୟ - (୬ଷ୍ଠୀ ତତ୍; ଚନ୍ଦ୍ର+ଉଦୟ)

[ସମ୍ପାଦନା]
୧. ଚନ୍ଦ୍ରଙ୍କର ଆବିର୍ଭାବ; ଜ୍ୟୋସ୍ନାର ଆବିର୍ଭାବ — ୧. The rising of the moon; moon-rise.
୨. ଚନ୍ଦ୍ରାତାପ; ଚାନ୍ଦୁଆ —୨. Canopy (M.W.)
୩. ଚନ୍ଦ୍ରୋଦୟ ମକରଧ୍ୱଜ (ଦେଖ) - ୩. Name of mercurial preparation.
୪. (ନାମ) ପାଣ୍ଡବପକ୍ଷୀୟ ଯୋଦ୍ଧାବିଶେଷ — ୪. Name of a Pāṇḍaba warrior (M.W.)