Jump to content

ଚନ୍ଦ୍ର ଚାଳିବା

ଉଇକିଅଭିଧାନ‌ରୁ

ଚନ୍ଦ୍ର ଚାଳିବା

ଉଚ୍ଚାରଣ

[ସମ୍ପାଦନା]

ଦେଶଜ - କ୍ରିୟାପଦ -

[ସମ୍ପାଦନା]

ସ୍ତ୍ରୀମାନଙ୍କ ଭିନ୍ନ ଭିନ୍ନ ଅଙ୍ଗରେ ଭିନ୍ନ ଭିନ୍ନ ତିଥିରେ ଅବସ୍ଥିତ 'ଚନ୍ଦ୍ର'ଙ୍କୁ କାମଶାସ୍ତ୍ରୋକ୍ତ ବିଧିଦ୍ୱାରା ଚଳାଇବା —To titillate the different parts of the body of a woman on different days of the fortnight.

ନିତି ନିଧୁବନେ ଅନେକ ବିଧାନେ କେତେ ଚନ୍ଦ୍ର ଥାଇ ଚାଳି କବିସୂର୍ଯ୍ୟ, ସଙ୍ଗୀତ