Jump to content

ଚନ୍ଦ୍ର ମହାରାଜା

ଉଇକିଅଭିଧାନ‌ରୁ

ଚନ୍ଦ୍ର ମହାରାଜା

ଉଚ୍ଚାରଣ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ନାମ)

[ସମ୍ପାଦନା]

ଗଞ୍ଜାମ ପାରଳାଖେମୁଣ୍ଡୀର ସ୍ୱର୍ଗୀୟ ସେକେଣ୍ଡ୍ ପ୍ରିନ୍ସ (୨ୟ ରାଜକୁମାର) ଶ୍ରୀ ପଦ୍ମନାଭା ନାରାୟଣ ଦେବଙ୍କର ଗଞ୍ଜାମରେ ସୁପରିଚିତ ନାମ ବା ଡାକନାମ —The name by which the late (Second Prince) padmanābha Nārāyān Deb of Parlakhemedi was populary know and called.

[ଦ୍ରଷ୍ଟବ୍ୟ —ଏ ସାହିତ୍ୟ ଚର୍ଚ୍ଚା; ପଦ୍ୟ, ନାଟକ, ପ୍ରବନ୍ଧଲେଖା ଓ ନାଟ୍ୟକଳାରେ ରତ ଥିଲେ ଓ ସାହିତ୍ୟସେବକମାନଙ୍କୁ ନାନା ପ୍ରକାର ସାହାଯ୍ୟ କରି ଉତ୍ସାହିତ କରୁଥିଲେ ଏହାଙ୍କର ଆଚରଣ ଅତି ବିଶୁଦ୍ଧ ଥିଲା ଏ ଅତ୍ୟନ୍ତ ଦୟାଳୁ, ମିଷ୍ଟାଭଆଷୀ ଓ ଶାନ୍ତ ପ୍ରକୃତିକ ଥଲେ ସ୍ୱର୍ଗୀୟ ଶ୍ୟାମସୁନ୍ଦର ରାଜଗୁରୁ ଏହାଙ୍କର ବାଲ୍ୟକାଳର ଗୃହଶିକ୍ଷକ ଥିଲେ ଏହାଙ୍କ ଅକାଳ ମୃତ୍ୟୁରେ ଉତ୍କଳାକାଶ ଗୋଟିଏ ଉଜ୍ଜ୍ୱଳ ଗ୍ରହ ହରାଇଲା]