ଚପଳା
ଦେଖଣା
ଚପଳା
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷଣ - ସ୍ତ୍ରୀ (ଚପଳ+ସ୍ତ୍ରୀ. ଆ)
[ସମ୍ପାଦନା]ଚପଳର ସ୍ତ୍ରୀ ଲିଙ୍ଗ — emenine of chapaḻa.
ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ (ଚପଳ+ଆ)
[ସମ୍ପାଦନା]- ୧. ସୁରା, ମଦିରା — ୧. Spirit of wine; spirituos liquor.
- ୨. ଲକ୍ଷ୍ମୀ —୨. The Goddess of fortune.
- ୩. ବିଜୁଳି; ବିଦ୍ୟୁତ୍ —୩. Lightning.
- ୪. ବେଶ୍ୟା —୪. Prostitute.
- ୫. ଛନ୍ଦୋବିଶେଷ —୫. Name of a matre.
- ୬. ଜିହ୍ୱା —୬. The tongue.
- ୭. ପିପ୍ପିଳା —୭. The longpepar (M.W.)
- ୮. ଅସତୀ ସ୍ତ୍ରୀ —୮. A disloyal wife (M.W.)
- ୯. ସଙ୍ଗୀତର ୫ମ ସ୍ୱର — ୯. The fifth noth in music (M.W.)