ଚପଳାଲୀଳା
ଦେଖଣା
ଚପଳାଲୀଳା
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ଚପଳା+ଲୀଳା)
[ସମ୍ପାଦନା]- ୧. (୬ଷ୍ଠୀ ତତ୍) ମେଘରେ ବିଜୁଳି ଝଟକିବା; ବିଜୁଳି ଝଟକ — ୧. The play-flash of lightning in the clouds.
ଘନେ ଚପଳାଲୀଳା. ଚାହିଁ ଘନ କୁନ୍ତଳା ତୁ କି ଏ ଅଭିଳାଷ ବହିଲୁରେ— କବିସୂର୍ଯ୍ୟ, କିଶୋରଚମ୍ପୁ ଘ. ଗୀତ
- ୨. (ଉପମିତି ସମାସ) ବିଜୁଳି ଝଟକପରି ଚଞ୍ଚଳ ଅଙ୍ଗ ସଞ୍ଚାଳନ —୨. Brisk movement of the limbs liker lightning flash.