ଚପାକାଗଜ
ଦେଖଣା
ଚପାକାଗଜ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. ଯେଉଁ କାଗଜରେ ଲେଖିଲେ କାଳି କାଗଜଦ୍ୱାରା ଶୋଷି ହୋଇ ଯାଏ ବା କାଗଜ ସାହାର୍ଯ୍ୟରେ ଲିଖିତ କାଗଜରୁ ମଧ୍ୟକୁ କାଳି ଚପି ଯାଏ — ୧. Paper into which the ink soaks.
- ୨. ମସିଶୋସକ ପତ୍ର; ଛାପା କାଗଜ; ଯେଉଁ କାଗଜ ସାହାର୍ଯ୍ୟରେ ଲିଖିତ କାଗଜରୁ କାଳି ଶୋଷି ନିଆଯାଏ — ୨. Blotting paper.