Jump to content

ଚପ୍କନ୍

ଉଇକିଅଭିଧାନ‌ରୁ

ଚପ୍କନ୍

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

(ସଂସ୍କୃତ - ଚାପ ଶବ୍ଦ ଜାତ ଉର୍ଦ୍ଧ ଚିପକନା (=ଓଡ଼ିଆ ଚିପିବା) କ୍ରିୟାରୁ ଉତ୍ପନ୍ନ; ଯାହା ଦେହକୁ ଚାରି ଆଡ଼ୁ ଚିପି ଧରେ)—ଆଜାନୁଲମ୍ୱିତ ଚୁସ୍ତ କୁର୍ତ୍ତା —A long Indian coat reaching to the knees chapkan.

ପୋଷାକ ଖିନ୍ଖାପ ଢିଲା ପାଜମା ସାଟିନ୍ ଚପ୍କନ୍ ଫକୀରମୋହନ. ଛମାଣଆଠଗୁଣ୍ଠ

[ଦ୍ରଷ୍ଟବ୍ୟ —ଇଂରାଜୀରେ ଏହି ଶବ୍ଦ ଏହି ଆକାରରେ ବ୍ୟବହୃତ ହୋଲାଣି; ଏ ପୋଷାକ ମୁସଲମାନମାନଙ୍କ ଅମଳରେ ଓ ଇଂରାଜି ଅମଳରେ ଭାରତୀୟ ବ୍ୟକ୍ତିମାନଙ୍କ ଦରବାରୀ ପୋଷାକ ଅଟେ ଏହା ଉପରେ ଯେଉଁ ଖୋଲା କୁର୍ତ୍ତା ପିନ୍ଧା ଯାଏ ତାକୁ ଚୋଗା କହନ୍ତି ]