ଚପ୍ରାସ୍
ଦେଖଣା
ଚପ୍ରାସ୍
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ବୈଦେଶିକ - ବିଶେଷ୍ୟ -
[ସମ୍ପାଦନା]- ୧. (ଫାରାସୀ - ଚପ୍ରାସ୍;) ଚପ୍=ବାମ+ରାସ୍ତ= ଡ଼ାହାଣ; ଯାହା ବାମ କାନ୍ଧରୁ ପଇତାପରି ଅଣ୍ଟାର ଡ଼ାହାଣକୁ ପଡ଼ିଥାଏ)—ପିଆଦାମାନେ ପରିଚୟ ଚିହ୍ନସ୍ୱରୂପ ପୋଷାକ ଉପରେ ଧାରଣ କରିଥିବା ପିତଳାଦି ନିର୍ମିତ ଫଳକ —A badge of a peon; a plate containing engravings of the name of the master or departement under whom a peon serves.
- ୨. (ଫାରାସୀ - ଚପରାସି)—ଚପରାସୀ; ପିଆଦା —A peon.
- ୩. (ଫା)—କରତର ଦାନ୍ତ ମାନଙ୍କୁ ଏକାଦିକ୍ରମରେ ବାଆଁ ଓ ଡ଼ାହାଣକୁ ଝୁଙ୍କାଇବା କର୍ମ (ଏପରି ନ ହେଲେ କରତର ଦାନ୍ତ କାଠରେ ଘରା କରି ପାରେ ନାହିଁ) ୩. The act of bending the teeth of a saw alternatively a little to the right and to the left.
ଚପରାସଚୟ ପେଶି କଂସରାୟ—କବିସୂର୍ଯ୍ୟ. ସଙ୍ଗୀତ