ଚବିଶାକୁଟା
ଦେଖଣା
ଚବିଶାକୁଟା
ଉଚ୍ଚାରଣ
[ସମ୍ପାଦନା]ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୨୪. ଗୌଣୀ ଧାନ କୁଟା ଦେଲେ ତହିଁରୁ ୧ ଗଉଣି ଚାଉଳ ପାଇବାର ରୀତି — The mode of supplying ୧୦ 'Gaunies' of rice for every ୨୪ Gaunies of paddy given to a women of husking.
[ଦ୍ରଷ୍ଟବ୍ୟ —ଆମ ଦେଶରେ ୨୨: ଗୌଣୀ ଧାନ ଦେଲେ କୁଟୁତୁଣୀ ମାନେ ୧ ଗୌଣୀ ଉଷୁନା ଚାଉଳ ଦିଅନ୍ତି ଓ ୨୪: ଗୌଣୀ ଧାନ ଦେଲେ ୧ ଗୌଣୀ ଅରୁଆ ଚାଉଳ ଦିଅନ୍ତି ୧ ଗୌଣୀ ଚାଉଳ ଦେଇ ଅତିରିକ୍ତ ଯାହା ବଳେ ତାହା କୁଟୁତୁଣୀମାନେ ଆପଣାର ପାରିଶ୍ରମିକରୂପେ ନିଅନ୍ତି]