ଚବିଶିଦସ୍ତି ପଦିକା
ଦେଖଣା
ଚବିଶିଦସ୍ତି ପଦିକା
ଉଚ୍ଚାରଣ
[ସମ୍ପାଦନା]ଦେଶଜ - ବିଶେଷ୍ୟ -
[ସମ୍ପାଦନା]ଉତ୍କଳର ଭୂମି ମାପିବାର ନଳ ବା କାଠି— ବିଶେଷ; ୧ ଫୁଟ ୫ ଇଞ୍ଚ ୧ ଯବ— ପରିମିତ ରଶି —A measing rod for land measure in Orissa.
[ଦ୍ରଷ୍ଟବ୍ୟ —ଚବିଶିଦସ୍ତି ପଦିକାର ପରିମାଣ ୬ ହାତ; ମାତ୍ର ପୂର୍ବ— କାଳରେ ପ୍ରଜାମାନଙ୍କୁ ଜମି ଚଷିବାର ପ୍ରଲୋଭିତ କରିବାପାଇଁ ଜମିଦାରମାନେ ଏହି ପରିମାଣକୁ ବଢ଼ାଇ ଦେଇ ପଦିକାକୁ ଛଅ ହାତ ଏକକାଣୀ ବା ହା ୬/୨୨: ଆଙ୍ଗୁଳି ରଖିଥିଲେ; ଏହା ଇଂରେଜି ୧ ଫୁଟ ୫ ଇଞ୍ଚ ୧ ଯବ ସଙ୍ଗେ ସମାନ]