ଚବ୍ୟ
ଦେଖଣା
ଚବ୍ୟ
ଉଚ୍ଚାରଣ
[ସମ୍ପାଦନା]ଗ୍ରାମ୍ୟ - ବିଶେଷଣ - (ସଂସ୍କୃତ - ଚର୍ବ୍ୟର ଅଶୁଦ୍ଧି ଇଚ୍ଚାରଣ)
[ସମ୍ପାଦନା]- ୧. ଚୋବାଇବାର ଯୋଗ୍ୟ —Chewable.
[ଦ୍ରଷ୍ଟବ୍ୟ —ଚର୍ଜ୍ୟ, ଚୋଷ୍ୟ, ଲେହ୍ୟ, ପେୟ, ସ୍ଥାନରେ କେହି କେହି ଲେଖକ 'ଚବ୍ୟ' ବ୍ୟବହାର କରିବାର ଦେଖାଯାଏ]
ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]- ୧. ଚଇଁକାଠ (ଦେଖ) - ୧. A medicinal creeper; piper chaba
- ୨. କପାଗଛ —୨. The cotton plant (M.W.)