ଚମଉକୁଣିଆଁ
ଦେଖଣା
ଚମଉକୁଣିଆଁ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଚମଉକୁଣିଆଁ
|
ଦେଶଜ - ବିଶେଷଣ - (ଲକ୍ଷଣାର୍ଥ)
[ସମ୍ପାଦନା]ଚମ ଉକୁଣି ଚମରେ ଲାଗିଲା ପରି ଯେ କୌଣସି ବିଷୟରେ ଜିଗର କରି ଲାଗି ରହେ ଓ ସହଜରେ ଛାଡ଼େ ନାହିଁ — (figurative) Tenaciously sticking to a thing (like skin louse)
[ଦ୍ରଷ୍ଟବ୍ୟ — ବଙ୍ଗଳାରେ ଓ ହିନ୍ଦିରେ 'ନାଛୋଡ୍ୱନ୍ଦା' ଯେଉଁ ଅର୍ଥରେ ବ୍ୟବହୃତ ହୁଏ ଓଡ଼ିଆରେ 'ଚମଉକୁଣିଆ'. 'ଚେମରଚଟୁ' ସେହି ଅର୍ଥରେ ବ୍ୟବହୃତ ହୁଏ ତହିଁରେ ମଧ୍ୟ ଚମଜଇ ବ୍ୟବହୃତ ହୁଏ]