ଚମକ
ଦେଖଣା
ଚମକ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ - (ସଂସ୍କୃତ - ଚମତ୍କାର; ପ୍ରା. ଚମକ୍କ; ଚଁବଁକ)
[ସମ୍ପାଦନା]- ୧. ହଠାତ୍ ଉପସ୍ଥିତ କ୍ଷଣିକ ଭୟ ଛାନିଆ; ଚମକି ପଡ଼ିବା —୧. Panic; alarm' mincing through sudden fright; alarm.
ବୌରୀ ନରପତି ପୂରେ ଚମକି ପଡ଼ିଲା ଶିଶୁଶଙ୍କର. ଉଷାଅଭିଳାଷ
- ୨. ବିସ୍ମୟ —୨. Astonishment.
ଚମକ ଚକିତ ଉଦାସୀ ହାସ୍ୟ ରୋଦନ ମିଶାମିଶି ଭୁପତି. ପ୍ରେମପଞ୍ଚାମୃତ
ଅନୁବାଦ
[ସମ୍ପାଦନା]- ୩. (ବିଦ୍ୟୁତ ଆଦିର) ହଠାତ୍ ପ୍ରକାଶିତ କ୍ଷଣିକ ଆଲୋକ; ଝଟକ —୩. A flashing light; flash; glitter.
- ୪. ହଠାତ୍ ଭୟଜନିଚ ଛାତିର କମ୍ପନ ବା ସ୍ପନ୍ଦନ — ୪. Palpitation of the heart (due to fright)
ଉଠେ ଗାତ୍ରରେ ଚମକ ଶତ ଶତ ଅଭିମନ୍ୟୁ. ବିଦଗ୍ଧଚିନ୍ତାମଣି
- ୫. ଚାକଚକ୍ୟ; ଝଟକ —୫. Glitter.
ବିଶେଷଣ -
[ସମ୍ପାଦନା]- ୧. ଅସ୍ଥିର, ଛାନିଆଁ — ୧. Wincing; suddenly frightened.
- ୨. ଯାହା ହଠାତ୍ ଭୟ ଜନ୍ମାଏ — ୨. Frightening; frightful; alarming
ବାଦ୍ୟ ଶବଦ୍ଦର ଗମକ ଚମକ ଦାନକେନ୍ଦ୍ର ଦାନ କରଣ ଭଞ୍ଜ, ବୈଦେହୀଶବିଳାସ
- ୩. ଚକମକ କରୁଥିବା —୩. Glittering; flashing.