ଚମକଛିଣ୍ଡାଳ
ଦେଖଣା
ଚମକଛିଣ୍ଡାଳ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଚମକଛିଣ୍ଡାଳ
|
(ଚମକଛିଣ୍ଡାଳୀ—ଅନ୍ୟରୂପ)
ଦେଶଜ - ବିଶେଷଣ - ସ୍ତ୍ରୀ (ଗାଳିବିଶେଷ)
[ସମ୍ପାଦନା]- ୧. ଯେ ଜାଣି ଶୁଣି ପର ପୁରୁଷ ସଙ୍ଗେ ପାପପ୍ରଶୟ କରୁଥାଏ ଅଥଚ ମଝିରେ ମଝିରେ କେହି ମୁରୁକୀ ଲୋକ ଆସିବା ବା ଧରା ପଡ଼ିବା ଭୟରେ ବାହନା କରି ଚମକ ପଡ଼ୁଥାଏ — ୧. A flirt; a term of abuse applied to a cunning and loose flirt.
- ୨. ଯେଉଁ ଦୁଶ୍ଚରିତ୍ରା ସ୍ତ୍ରୀ ଖୁବ୍ ଆ଼ଡ଼ମ୍ୱରରେ ଥାଏ — ୨. A gaudy adulteress who plies her trade secretly.