Jump to content

ଚମକଢ଼ା

ଉଇକିଅଭିଧାନ‌ରୁ

ଚମକଢ଼ା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ଗୋଡ଼ ଓ ଗୋଇଠିତଳିପାରୁ ମଳିଚମ ତାଞ୍ଚି ନେବାର ନହୁରୁଣୀ —An instrument used by barders to scrape off the redundant layers of skin from the heels.

[ଦ୍ରଷ୍ଟବ୍ୟ — ଆମ ଦେଶରେ ସ୍ତ୍ରୀଲୋକମାନେ ବହୁତ ଚାଲବୁଲ ନ କରିବାରୁ ସେମାନଙ୍କ ତଳିପାରେ ମଳିଚମ ଜନ୍ମେ ଭଣ୍ଡାରୁଣିମାନେ ତଳିପାକୁ ପାଣିରେ ବତୁରାଇ ମଳିଚମ ଫଉଲି ଗଲାରୁ ଚମକଢ଼ାରେ ତାକୁ ତାଞ୍ଚି ଦେଇ ତା ଉପରେ ଅଳତା ଦିଅନ୍ତି]