ଚମକା
ମନରେ ହଠାତ୍ ଭୟ ବା ଛାନିଆଁ ପଶିବା — Wincing.
ଯେ ହଠାତ୍ ଚମକିଉଠେ; ଛାନିଆଁ —Wincing; timid.
(ଯଥା—ଚମକା ଘୋଡ଼ା)