Jump to content

ଚମକି ପଡ଼ିବା

ଉଇକିଅଭିଧାନ‌ରୁ

ଚମକି ପଡ଼ିବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରି. (ସଂସ୍କୃତ - ଚମତ୍କ; ଚମତ୍କାର)

[ସମ୍ପାଦନା]
୧. ହଠାତ୍ ଛାନିଆଁ ହେବା — ୧. To wince; to be startled; to take a sudden fright.
୨. ଭୟବ୍ରସ୍ତ ହେବା; (ଛାତି) ଧଡ଼ପଡ଼ କରିବା — ୨. To be alarmed.
୩. କମ୍ପିବା —୩. To tremble.
୪. ଭୟତ୍ରସ୍ତ ହେବାରୁ କମ୍ପିତ ହେବା — ୪. To shake in fear.