Jump to content

ଚମକ ପଡ଼ିବା

ଉଇକିଅଭିଧାନ‌ରୁ

ଚମକ ପଡ଼ିବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ଶୁଣିବା ଲୋକ ମନରେ ଛାନିଆ ବା କମ୍ପ ଉପସ୍ଥିତ ହେବା —Being frightened or startled.

ନୋହିଲେ ଚମକ ତୁମ୍ଭ ନାମେ ଏଡ଼େ ପଡ଼େ ମେରୁମନ୍ଦର ଯେ ଭାଜିଯିବ ତୋର ଦାଢେ—ପୀତାମ୍ଭର. ନୃସିଂହପୁରାଣ