ଚମକ ଭାଙ୍ଗିବା
ଦେଖଣା
ଚମକ ଭାଙ୍ଗିବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଚମକ ଭାଙ୍ଗିବା
|
ଦେଶଜ - କ୍ରିୟାପଦ -
[ସମ୍ପାଦନା]- ୧. ଯୁଦ୍ଧସ୍ଥଳାଦିକୁ ମନୁଷ୍ୟ ବା ଘୋଡ଼ା ଆଦିକୁ ନେଇ ସେମାନଙ୍କ ମନରୁ ହଠାତ୍ ଛାନିଆ ହେବା ଖୋଇକୁ ଛଡ଼ାଇବା; ଅଭ୍ୟାସ—ଦ୍ୱାରା ମନରୁ ହଠାତ୍ ଭୟ ଛଡ଼ାଇବା — ୧. To make a man or animal invulnerable against wincing by constantly habituating hin to frightening scenes.
- ୨. ଭୟ ଦୂର କରାଇବା —୨. To remove fear.