ଚମଡ଼ା ଉତାରିବା
ଦେଖଣା
ଚମଡ଼ା ଉତାରିବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଚମଡ଼ା ଉତାରିବା
|
ଦେଶଜ - କ୍ରି. (ସଂସ୍କୃତ - ଚର୍ମ+ଉତ୍ତରଣ)
[ସମ୍ପାଦନା]- ୧. ଜୀବ ଦେହରୁ ଚମଡ଼ାକୁ ବାହାର କରିବା; ଛାଲ ଉତାରିବା — ୧. To flay.
- ୨. (ଲକ୍ଷଣାର୍ଥ) ବିଶେଷ ପ୍ରହାର କରିବା — ୨. To give a sound thrashing.