Jump to content

ଚମତ୍କରଣ

ଉଇକିଅଭିଧାନ‌ରୁ

ଚମତ୍କରଣ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ଚମତ୍=ଆଶ୍ଚର୍ଯ୍ୟବୋଧ+କୃ ଧାତୁ+ଭାବ. ଅନ)

[ସମ୍ପାଦନା]
୧. ହଠାତ୍ ଆଶ୍ଚର୍ଯ୍ୟ କରିବା; ଆଶ୍ଚର୍ଯ୍ୟ ବୋଧ ଜନ୍ନାଇବା; ଛାନିଆଁ କରିବା — ୧. Astonishing; surprising; alarming.
୨. ଆଶ୍ଚର୍ଯ୍ୟବୋଧ —୨. Astonishment.
୩. ଉତ୍ସବ —୩. Festival.
୪. ଉଚ୍ଚ ଧରଣର ପଦ୍ୟ ରଚନା — ୪. High poetical composition