Jump to content

ଚମତ୍କାର

ଉଇକିଅଭିଧାନ‌ରୁ

ଚମତ୍କାର

ଉଚ୍ଚାରଣ

[ସମ୍ପାଦନା]
  • (file)

ସଂସ୍କୃତ - ବିଶେଷ୍ୟ - (ଚମତ୍+କୃ ଧାତୁ+ଭାବ. ଅ)

[ସମ୍ପାଦନା]
୧. ଆଶ୍ଚର୍ଯ୍ୟ; ବିସ୍ମୟ —୧. Astonishment; surprize; amazement.

ଚାରମୁଖୁଁ ଶୁଣି ଲଭିଲେ ଚମତ୍କାର କୃଷ୍ଣସିଂହ. ମହାଭାରତ. ବନ

୨. ଅନିର୍ବଚନୀୟ ଆନନ୍ଦ —୨. Exquisite; pleasure.
୩. ମଉଜ ମଜଲିସ — ୩. Festive turbulance (M.W.)
୪. ଆଡ଼ମ୍ୱର —୪. Show (M.W.)
୫. ଉଚ୍ଚ ଧରଣର ପଦ୍ୟରଚନା — ୫. High poetical composition (M.W.)
୬. ବୃକ୍ଷବିଶେଷ — ୬. Achyranthes Aspera tree (M.W.)
୭. ଆଶ୍ଚର୍ଯ୍ୟଜନକ ବିଷୟ (ହିନ୍ଦୀ - ଶବ୍ଦସାଗର) — ୭. Wonderful thing.
୮. ଅଲୌକିକ ବା ଅସାଧାରଣ ବିଷୟ (ହିନ୍ଦୀ - ଶବ୍ଦସାଗର) — ୮. Extraordinary thing.

ଦେଶଜ - ବିଶେଷଣ -

[ସମ୍ପାଦନା]
୧. ଆଶ୍ଚର୍ଯ୍ୟଜନକ — ୧. Wonderful; surprizing; imazing.

ସେ କଥା ଚମତ୍କାର ହେଲା ଲୋକର କୃଷ୍ଣସିଂହ. ମହାଭାରତ. ବନ

୨. ଆନନ୍ଦ ଦାୟକ —୨. Charming.
୩. ଉତ୍କୃଷ୍ଟ —୩. Excelent; capital.
୪. ଆଶ୍ଚର୍ଯ୍ୟାନ୍ୱିତ — ୪. Amazed; wondering; surprised.

ତୁମ୍ଭ କଥା ଶୁଣି ମୁଁ ଚମତ୍କାର ହୁଏଁ କୃଷ୍ଣସିଂହ. ମହାଭାରତ ବନ