Jump to content

ଚମତ୍କାର ପାଇବା

ଉଇକିଅଭିଧାନ‌ରୁ

ଚମତ୍କାର ପାଇବା

ଉଚ୍ଚାରଣ

[ସମ୍ପାଦନା]

ଦେଶଜ - କ୍ରିୟାପଦ -

[ସମ୍ପାଦନା]
୧. ଆଶ୍ଚର୍ଯ୍ୟ ବୋଧ ହେବା — ୧. To seem wonderful.

ଏ କଥା ମୋ ମନକୁ ବଡ଼ ଚମତ୍କାର ପାଉଛି କହ ଆହେ ତପିକୂଳବର କୃଷ୍ଣସିଂହ. ମହାଭାରତ. ବନ

୨. ଆଶ୍ଚର୍ଯ୍ୟ୍ଯାନ୍ୱିତ ହେବା —୨. To be surprised.

ତ ଶୁଣି ଅରଜୁନ ପାଇଲେ ଚମତ୍କାର କୃଷ୍ଣସିଂହ. ମହାଭାରତ ବନ