Jump to content

ଚମତ୍କୃତ

ଉଇକିଅଭିଧାନ‌ରୁ

ଚମତ୍କୃତ

ଉଚ୍ଚାରଣ

[ସମ୍ପାଦନା]
(ଚମତ୍କୃତା—ସ୍ତ୍ରୀ) 

(ଚମତ୍କୃତି—ବି)

ସଂସ୍କୃତ - ବିଶେଷଣ - ପୁଂ. (ଚମତ୍+କୃ ଧାତୁ+କର୍ମ. ତ)

[ସମ୍ପାଦନା]
୧. ଆଶ୍ଚର୍ଯ୍ୟାନ୍ୱିତ; ବିସ୍ମିତ — ୧. Surprised; astonished.
୨. ବିମୃଗ୍ଧ —୨. Captivated; charmed.