ଚମବାଇଦ
ଚମଡ଼ାଛାଆଣି ବାଦ୍ୟ; ଆନଦ୍ଧ ବାଦ୍ୟ; ଢୋଲ — Drum covered with skin.
ଚମବାଇଦ କୋଶେ; ତୁଣ୍ଡବାଇଦ ସହସ୍ର କୋଣ ଢଗ