ଚମମୁଠିଆ (ଭଣ୍ଡାରୀ)
ଦେଖଣା
ଚମମୁଠିଆ (ଭଣ୍ଡାରୀ)
ଉଚ୍ଚାରଣ
[ସମ୍ପାଦନା]ଦେଶଜ - ବିଶେଷ୍ୟ -
[ସମ୍ପାଦନା]ଉଚ୍ଚ ଶ୍ରେଣୀର ଭଣ୍ଡାରୀ ଜାତି — A high class barber.
[ ଦ୍ର—ଏମାନେ ଛେଳିଚମର ମୁଠିରେ ଖୁର ଆଦି ରଖି ଉକ୍ତ ମୁଠିକୁ ସାଙ୍ଗେ ସାଙ୍ଗେ ଘେନି ବୁଲନ୍ତି ଅନ୍ୟ ଶ୍ରେଣୀର କନାମୁଠିଆ ଭଣ୍ଡାରିମାନେ ନିମ୍ନତର ଶ୍ରେଣୀର, ଏମାନେ କନାର ମୁଠିରେ ଖୁର ଆଦି ରଖନ୍ତି ନିମ୍ନ ଶ୍ରେଣୀକୁ ହାଟୁଆ ଭଣ୍ଡାରି ବୋଲାଯାଏ]