Jump to content

ଚମରୀ

ଉଇକିଅଭିଧାନ‌ରୁ

ଚମରୀ

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]

(ଚମର=ଈ)—କପିଳା ଗାଈ — The female yak.

[ ଦ୍ର—ଏ ଗାଈ ହିମାଳୟ ଅଞ୍ଚଳ ଓ ତିବ୍ୱତରେ ମିଳନ୍ତି ଏହାଙ୍କ ଲାଙ୍ଗୁଡ଼ରେ ଗୋଛାଏ ବାଳ ଥାଏ ଏହି ବାଳରେ ଚାମର ହୁଏ ଏହାଙ୍ଗ ଦେହରୁ ମଧ୍ୟ ଲମ୍ୱ ଲୋମମାନ ଓହେଳିଥାଏ]