Jump to content

ଚମସ

ଉଇକିଅଭିଧାନ‌ରୁ

ଚମସ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ -(ଚମ ଧାତୁ= ଭକ୍ଷଣ କରିବା+କରଣ. ଅ)

[ସମ୍ପାଦନା]
୧. କାଷ୍ଠର ଯଜ୍ଞପାତ୍ରବିଶେଷ —୧. A wooden spoon or bowl used in vedic sacrifice.
୨. ଚାମଚ —୨. Spoon.
୩. କରଚୁଲି —୩. Ladle.
୪. (+କର୍ମ. ଅ) ଲଡ୍ଡୁ(ହିନ୍ଦୀ - ଶବ୍ଦସାଗର) — ୪. A ball of sweetmeat.
୫. ବିରିଅଟା; ବ୍ରୀହିଚୁର୍ଣ୍ଣ (ହିନ୍ଦୀ - ଶବ୍ଦସାଗର) — ୫. The flour of phaseolus Brīhi.
୬. ପାପଡ଼ (ହିନ୍ଦୀ - ଶବ୍ଦସାଗର) — ୬. A kind of flat cake made of corn-paste.