Jump to content

ଚମୂଚର

ଉଇକିଅଭିଧାନ‌ରୁ

ଚମୂଚର

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ଚମୂ+ଚର୍ ଧାତୁ କର୍ତ୍ତୃ. ଅ)

[ସମ୍ପାଦନା]
୧. ଯୋଦ୍ଧା; ସୈନିକ —୧. Warrior; soldier.
୨. ସେନାନାୟକ —୨. A captain; commander of an army.