Jump to content

ଚମୂରୁ

ଉଇକିଅଭିଧାନ‌ରୁ

ଚମୂରୁ

ଉଚ୍ଚାରଣ

[ସମ୍ପାଦନା]

ଚମୂରୁକ, ଚମୂରୁଅନ୍ୟରୂପ

ସଂସ୍କୃତ - ବିଶେଷ୍ୟ - (ଚମ୍ ଧାତୁ=ଭକ୍ଷଣାକରିବା+କର୍ମ. ଊରୁ; ଯାହାକୁ ଭକ୍ଷଣ କରାଯାଏ)

[ସମ୍ପାଦନା]

ଏକପ୍ରକାର ମୃଗ (ଏହାର ମାଂସ ସୁଖାଦ୍ୟ) —A kind of deer whose venison is dainty.