ଚମ୍ଚମ୍
=== ଦେଶଜ - ବିଶେଷ୍ୟ - (ସଂସ୍କୃତ - ଚମଧାତୁ=ଖାଇବା)
ଚିନି ରସରେ ପାକ ହୋଇଥିବା ଦୁଧଛେନାର ଏକ ପ୍ରକାର ମିଷ୍ଟାନ୍ନ — A kind of sweetmeat.