Jump to content

ଚମ୍ପକମାଳା

ଉଇକିଅଭିଧାନ‌ରୁ

ଚମ୍ପକମାଳା

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ

[ସମ୍ପାଦନା]
୧. ଚମ୍ପକଫୁଲନିର୍ମିତ ହାର — ୧. A garland of champaka flowers.
୨. ୧ ଅକ୍ଷରବିଶିଷ୍ଟ ଛନ୍ଦୋବିଶେଷ — ୨. A sanskrit metre of ୧୦ letters.

[ଦ୍ରଷ୍ଟବ୍ୟ —ଏଥିର ୨ୟ, ୩ୟ, ୭ମ ଓ ୮ମ ବର୍ଣ୍ଣ ଲଘୁ]

୩. କଣ୍ଟାରରଣବିଶେଷ (ଏଥିର ଦାନାଗୁଡ଼ିକ ଚମ୍ପାକଢ଼ି ପରି) —୩. A kind of necklace.