Jump to content

ଚମ୍ପଟ

ଉଇକିଅଭିଧାନ‌ରୁ

ଚମ୍ପଟ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଚମ୍ପ ଧାତୁ=ଗମନ କରିବା)

[ସମ୍ପାଦନା]
୧. କୌଣସି ସ୍ଥାନରୁ ଗୋପନରେ ପଳାୟନ —୧. Escaping from a place unnoticed.
୨. ହଠାତ୍ ପଳାୟନ —୨. Sudden flight.
୩. ହଠାତ୍ ଅନ୍ତର୍ଦ୍ଧାନ — ୩. Sudden disappearance.