Jump to content

ଚମ୍ପତି

ଉଇକିଅଭିଧାନ‌ରୁ

ଚମ୍ପତି

ଉଚ୍ଚାରଣ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଚମୁପତି)

[ସମ୍ପାଦନା]
୧. ଛୋଟ ରାଜା ବା ଜମିଦାର ବା ସେନାପତିଙ୍କର ରାଜଦତ୍ତ ଉପାଧି —୧. A title given to a small landlord or commander of a small company of a soldiers.
୨. ଓଡ଼ିଶା ଗଡ଼ଜାତ ରାଜାମାନଙ୍କର ବିଶିଷ୍ଟ ଶୃଦ୍ର ଓ ଖଣ୍ଡାୟତ ପ୍ରଜାକୁ ପ୍ରଦତ୍ତ ଉପାଧିବିଶେଷ —୨. An honorary title given to prominent Ṡūdra and Khaṇḍāyet royats by the chiefs of Orissa States.
୩. ଖଣ୍ଡାଏତ ଓ କ୍ଷତ୍ରିୟମାନଙ୍କର ବଶୋପାଧିବିଶେଷ — ୩. A family title of Khaṇḍāyats and Kshyatriyas.