ଚମ୍ପାଝଲକା
ସୁନାର ଅଳଙ୍କାରବିଶେଷ — A short of gold ornament for the hair.
[ଦ୍ରଷ୍ଟବ୍ୟ —ଏହାକୁ ମୁଣ୍ଡବାଳର ସୁନାର ଗୋଟିଏ ପାଖରେ ଖୋସିଲେ ଏହା କାନ ସାମନାରେ ଗାଲ ଉପରେ ଝୁଲୁଥାଏ]