Jump to content

ଚମ୍ପୂ

ଉଇକିଅଭିଧାନ‌ରୁ

ଚମ୍ପୂ

ଉଚ୍ଚାରଣ

[ସମ୍ପାଦନା]
  • (file)

ସଂସ୍କୃତ - ବିଶେଷ୍ୟ - (ଚମ୍ପ ଧାତୁ+ଦୀପ୍ତି ପାଇବା+କର୍ତ୍ତୃ. ଊ)

[ସମ୍ପାଦନା]

ଗଦ୍ୟ ଓ ପଦ୍ୟମିଶ୍ରିତ କାବ୍ୟଗ୍ରନ୍ଥ —An elaborate compostion interspersed in prose and verse.

(ଯଥା—କବିସୂର୍ଯ୍ୟରଚିତ କିଶୋରଚନ୍ଦ୍ରାନନ୍ଦଚମ୍ପୂ)